অর্থ : କାହାରିକୁ କରିବାପାଇଁ ପ୍ରବୃତ୍ତ କରିବା
							উদাহরণ : 
							ଠିକାଦାର ଶ୍ରମିକଙ୍କଦ୍ୱାରା କାମ କରାଉଛି
							
সমার্থক : କରାଇବା, ପ୍ରବୃତ୍ତ କରାଇବା
অন্য ভাষালৈ অনুবাদ :
অর্থ : କାହାରିକୁ ଉତ୍ତେଜିତ କରିବା
							উদাহরণ : 
							ରାମୁ ଘନଶ୍ୟାମଦ୍ୱାରା ମୋତେ ଉସ୍କେଇଲା ଆଉ ମୁଁ ମନୋହର ସହିତ ଝଗଡ଼ାକଲି
							
সমার্থক : ଉତ୍ସାହିତ କରିବା, ଉସ୍କେଇବା, ପ୍ରବର୍ତ୍ତେଇବା, ମତାଇବା, ମତେଇବା
অন্য ভাষালৈ অনুবাদ :