অর্থ : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ
							উদাহরণ : 
							ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି
							
সমার্থক : ଅନୁରୂପ
অন্য ভাষালৈ অনুবাদ :
অর্থ : ଯେ କୌଣସି ଗୋଷ୍ଠୀର ପ୍ରତିନିଧି ରୂପରେ କିମ୍ବା ସେମାନଙ୍କ ସବୁକଥାର ଯେ ସୂଚକ ବା ପ୍ରତିନିଧି
							উদাহরণ : 
							ସବୁ ରାଷ୍ଟ୍ର, ରାଜ୍ୟ କିମ୍ବା ସଂସ୍ଥାର ନିଜର ବିଶେଷ ପ୍ରତୀକ ଥାଏ
							
অন্য ভাষালৈ অনুবাদ :
Special design or visual object representing a quality, type, group, etc..
emblemঅর্থ : କୌଣସି ସ୍ଥାନୀୟ ବିଶେଷତା (ବିଶେଷକରି ଯେପରି ରୂପରେଖାରେ ପରିଭାଷିତ କରାଯାଇଛି)
							উদাহরণ : 
							କୌଣସି ଗୀତ ଆଦିର ସଙ୍ଗୀତ ସମ୍ବନ୍ଧୀୟ ରୂପକୁ ଜଣେ ସଙ୍ଗୀତଜ୍ଞ ହିଁ ଭଲ ଭାବରେ ବୁଝାଇ ପାରିବେ
							
সমার্থক : ଆକୃତି, ପ୍ରାରୂପ, ରୂପ, ସଂରଚନା
অন্য ভাষালৈ অনুবাদ :
Any spatial attributes (especially as defined by outline).
He could barely make out their shapes.অর্থ : ପୂରାପୂରି ଅନୁରୂପ ବା ସମାନ
							উদাহরণ : 
							ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ
							
অন্য ভাষালৈ অনুবাদ :
बिल्कुल अनुरूप या समान।
यह कृति एक बड़ी कृति की हूबहू नकल है।