অর্থ : ଧୋକା ଦେବା ବ୍ୟକ୍ତି
							উদাহরণ : 
							ଆଧୁନିକ ଯୁଗରେ ଧୋକାବାଜ ଲୋକେ କମ୍ ନାହାନ୍ତି
							
সমার্থক : କପଟୀ, ଚାଲବାଜ, ଧୂର୍ତ୍ତ, ଧୋକାବାଜ
অন্য ভাষালৈ অনুবাদ :
धोखा देनेवाला व्यक्ति।
आधुनिक युग में धोखेबाजों की कमी नहीं है।অর্থ : ବିଶ୍ୱାସଘାତକତା କରିବା ବ୍ୟକ୍ତି
							উদাহরণ : 
							ଇତିହାସ ସାକ୍ଷୀ ଯେ ସମାଜରେ ବିଶ୍ୱାସଘାତୀମାନଙ୍କର ଅଭାବ ନାହିଁ  ବିଶ୍ୱାସଘାତୀ ସମୁଦ୍ର ବେଳେ ବେଳେ ନାବିକମାନଙ୍କୁ ଭସାଇ ନେଇଯାଏ
							
সমার্থক : ଛଳନାପୂର୍ଣ୍ଣ, ଠକ, ନିର୍ଦ୍ଦୟ, ବିଶ୍ୱାସଘାତୀ
অন্য ভাষালৈ অনুবাদ :
Having the character of, or characteristic of, a traitor.
The faithless Benedict Arnold.