অর্থ : ପ୍ରଥମ ଅବସ୍ଥା ଠାରୁ ଭଲ ବା ଉଚ୍ଚ ଅବସ୍ଥା ଆଡ଼କୁ ବଢ଼ିବା ବା ବଢ଼ାଇବାର କ୍ରିୟା
							উদাহরণ : 
							ଭାରତର ଉନ୍ନତି ଭାରତୀୟମାନଙ୍କୁ ନେଇ ନିର୍ଭର କରେ
							
সমার্থক : ଅଭ୍ୟୁଦୟ, ଉତ୍ଥାନ, ଉନ୍ନତି, ଉନ୍ନୟନ, ବିକାଶ
অন্য ভাষালৈ অনুবাদ :
Gradual improvement or growth or development.
Advancement of knowledge.অর্থ : ଆଗକୁ ଗମନ ବା ଗତି ବା ଅଗ୍ରସର ହେବା
							উদাহরণ : 
							ସେନାପତି ସୈନିକମାନଙ୍କ ଅଗ୍ରଗତି ବିଷୟରେ କହୁଥିଲେ
							
সমার্থক : ଅଗ୍ରଗତି
অন্য ভাষালৈ অনুবাদ :