অর্থ : ଯେ ମନ୍ଦିରରେ ଦେବତା ଆଦିଙ୍କ ପୂଜା ଅର୍ଚ୍ଚନାପାଇଁ ନିଯୁକ୍ତ ହୋଇଥାନ୍ତି
							উদাহরণ : 
							ଶ୍ୟାମର ବାପା ଏହି ମନ୍ଦିରର ପୂଜାରୀ
							
অন্য ভাষালৈ অনুবাদ :
A person who performs religious duties and ceremonies in a non-Christian religion.
non-christian priest, priestঅর্থ : ଦେବତାଙ୍କୁ ପୂଜା କରୁଥିବା ବ୍ରାହ୍ମଣ
							উদাহরণ : 
							ପୂଜାରୀଙ୍କ କହିବା ପରେ ସମସ୍ତେ ଅଗ୍ନିରେ ଆହୁତି ଦେଲେ
							
অন্য ভাষালৈ অনুবাদ :
অর্থ : ଯେ ମୂର୍ତ୍ତି ବା ପ୍ରତିମା ପୂଜା କରନ୍ତି
							উদাহরণ : 
							ମୂର୍ତ୍ତିପୂଜକଙ୍କ ମନ ଶାନ୍ତ ରହିବ, ଏହା ଜରୁରୀ ନୁହେଁ
							
সমার্থক : ମୂର୍ତ୍ତିପୂଜକ
অন্য ভাষালৈ অনুবাদ :
অর্থ : ଯେ ପୂଜା କରେ
							উদাহরণ : 
							ଭଗବାନଙ୍କ ସଚ୍ଚୋଟ ଉପାସକ ସଂସାରିକ ବନ୍ଧନରୁ ମୁକ୍ତ ହୋଇଯାଆନ୍ତି
							
অন্য ভাষালৈ অনুবাদ :
অর্থ : ଯିଏ ଈଶ୍ୱର ବା ଦେବତାଆଦିଙ୍କୁ ଭକ୍ତି କରନ୍ତି
							উদাহরণ : 
							ସେ ହନୁମାନ ଭକ୍ତ
							
অন্য ভাষালৈ অনুবাদ :