অর্থ : ପିଠି ହଠାତ୍ ମୋଡ଼ିହେବା ଯୋଗୁଁ ହେଉଥିବା ଏକ ପ୍ରକାରର ସ୍ନାୟୁବିକ ଦରଜ
							উদাহরণ : 
							ପୀଡ଼ା ହେବାରୁ ସେ ଛଟପଟ ହେଲା
							
অন্য ভাষালৈ অনুবাদ :
অর্থ : ରହିରହି ହେଉଥିବା କଷ୍ଟ
							উদাহরণ : 
							ଲାଗୁଛି କି ପୀଡ଼ାରେ ମୋ ପ୍ରାଣ ବାହାରିଯିବ
							
অন্য ভাষালৈ অনুবাদ :
অর্থ : ଶରୀରରେ ଚୋଟ ଲାଗିବା, ମଚକି ଯିବା ଓ ଘା’ଆଦି ହେବା କଷ୍ଟ
							উদাহরণ : 
							ରୋଗୀର ଦରଜ ଦିନକୁଦିନ ବଢ଼ିଚାଲିଛି
							
সমার্থক : ଦରଜ