অর্থ : ଦଶନାମୀ ସଂନ୍ୟାସୀଙ୍କମଧ୍ୟରୁ ଗୋଟିଏ
							উদাহরণ : 
							ପର୍ବତ ସଂନ୍ୟାସୀ ଜ୍ୟୋତିର୍ମଠରେ ରହୁଥିଲେ
							
সমার্থক : ପର୍ବତ ସଂନ୍ୟାସୀ
অন্য ভাষালৈ অনুবাদ :
অর্থ : ଜଣେ ଗନ୍ଧର୍ବ
							উদাহরণ : 
							ମହାଭାରତରେ ପର୍ବତଙ୍କ ବର୍ଣ୍ଣନା ମିଳେ
							
অন্য ভাষালৈ অনুবাদ :
An imaginary being of myth or fable.
mythical beingঅর্থ : ବହୁତ ଉଚ୍ଚଭୂମି, ଆବଡ଼ା-ଖାବଡ଼ା ଓ ପ୍ରାୟ ପଥୁରିଆ ପ୍ରାକୃତିକ ଭାଗ
							উদাহরণ : 
							ହିମାଳୟ ପର୍ବତ ଭାରତର ଉତ୍ତରରେ ଅବସ୍ଥିତ
							
সমার্থক : ଅଚଳ, ଗିରି, ପାହାଡ଼, ଭୁଧର, ମହୀଧର, ଶିଖରୀଣୀ, ଶିଖୀ, ଶୈଳ, ସ୍ଥାବର
অন্য ভাষালৈ অনুবাদ :
भूमि का बहुत ऊँचा, ऊबड़-खाबड़ और प्रायः पथरीला प्राकृतिक भाग।
हिमालय पर्वत भारत के उत्तर में है।