অর্থ : ପରର ହିତ ଇଛା କରୁଥିବା ବ୍ୟକ୍ତି
							উদাহরণ : 
							ଶୁଭାକାଂକ୍ଷୀଙ୍କ ଯୋଗୁଁ ସେ କ୍ଷତିରୁ ରକ୍ଷା ପାଇଗଲା
							
সমার্থক : ମଙ୍ଗଳକାଂକ୍ଷୀ, ଶୁଭଚିନ୍ତକ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ
অন্য ভাষালৈ অনুবাদ :
Someone who shares your feelings or opinions and hopes that you will be successful.
sympathiser, sympathizer, well-wisherঅর্থ : ପରର ଉପକାର କରୁଥିବା ବ୍ୟକ୍ତି
							উদাহরণ : 
							ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ
							
সমার্থক : ପରୋପକାରୀ
অন্য ভাষালৈ অনুবাদ :
Someone who makes charitable donations intended to increase human well-being.
altruist, philanthropist