অর্থ : ବିଶେଷକରି ନିୟମିତ ପ୍ରକାଶିତ ହେଉଥିବା ଏକ ବିଶେଷ ପ୍ରକାରର ପୁସ୍ତକ ଯେଉଁଥିରେ କୌଣସି ସୂଚନା, ପରିଚୟ, ଖବର କାହାର ଚିନ୍ତନ କିମ୍ବା ବର୍ଣ୍ଣନା ରହିଥାଏ
							উদাহরণ : 
							ସେ ପତ୍ରିକା ପଢ଼ିବାକୁ ପସନ୍ଦ କରେ
							
সমার্থক : ମାଗାଜିନ୍
অন্য ভাষালৈ অনুবাদ :
অর্থ : ଯେଉଁ କାଗଜଆଦି ଉପରେ କାହାପାଇଁ କିଛି ସମାଚାର ବା ବିବରଣ ଇତ୍ୟାଦି ଲେଖାଯାଇଥାଏ
							উদাহরণ : 
							ବନ୍ଦନା ପରଦେଶରେ ରହୁଥିବା ନିଜ ଭାଇକୁ ସବୁବେଳେ ଚିଠିଲେଖେ  ମନ୍ତ୍ରୀ ରାଜଦରବାରରେ ଦୂତଦ୍ୱାରା ଅଣାଯାଇଥିବା ଚିଠି ପଢ଼ିଲେ
							
অন্য ভাষালৈ অনুবাদ :