অর্থ : ଗଭୀରତା, ଜ୍ଞାନ, ମହତ୍ତ୍ୱଆଦିର ସୀମା
							উদাহরণ : 
							ମନୁଷ୍ୟ ଏବେତ ସମୁଦ୍ର ଗଭୀରତାର ପତ୍ତା ଲଗାଇସାରିଲାଣି
							
অন্য ভাষালৈ অনুবাদ :
অর্থ : ଖେଳିବା ନିମନ୍ତେ ମୋଟା କାଗଜର ଚାରିକୋଣିଆ ଛାପା ଖଣ୍ଡ, ଯାହା ଉପରେ ରଙ୍ଗର ଚିତ୍ର ବା ମୂର୍ତ୍ତି ତିଆରି ହୋଇଥାଏ
							উদাহরণ : 
							ସେ ରାଗିଯାଇ ତାସ୍କୁ ଚିରିଦେଲା ଏହି ଆଲମାରୀରେ କେତେ ମୁଠା ତାସ୍ ରଖାଯାଇଛି
							
অন্য ভাষালৈ অনুবাদ :
One of a set of small pieces of stiff paper marked in various ways and used for playing games or for telling fortunes.
He collected cards and traded them with the other boys.অর্থ : କୌଣସି ଜିନିଷ ବା କଥାର ଠିକଣା ଦେଉଥିବା କୌଣସି ତତ୍ତ୍ୱ
							উদাহরণ : 
							ବର୍ତ୍ତମାନ ସୁଦ୍ଧା ତା ଭାଇର କୌଣସି ଖୋଜଖବର ମିଳୁନାହିଁ
							
অন্য ভাষালৈ অনুবাদ :
किसी चीज या बात का पता देने वाला कोई तत्व।
अभी तक उसके भाई का कोई पता-ठिकाना नहीं मिला।The general location where something is.
I questioned him about his whereabouts on the night of the crime.