অর্থ : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
							উদাহরণ : 
							ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
							
সমার্থক : ନିଶାସକ୍ତ
অন্য ভাষালৈ অনুবাদ :
অর্থ : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
							উদাহরণ : 
							ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
							
সমার্থক : ନିଶାବାଜ
অন্য ভাষালৈ অনুবাদ :
Compulsively or physiologically dependent on something habit-forming.
She is addicted to chocolate.