অর্থ : ନିଦରେ ଘୁମାଉଥିବା
							উদাহরণ : 
							ନିଦ ମଳମଳ ଲୋକଟି ବାରମ୍ବାର ପାଣିରେ ତା ଆଖି ଧୋଉଥିଲା
							
সমার্থক : ତନ୍ଦ୍ରାଳୁ, ତନ୍ଦ୍ରାଶୀଳ, ନିଦ ମଳମଳ
অন্য ভাষালৈ অনুবাদ :
Ready to fall asleep.
Beginning to feel sleepy.অর্থ : ଯାହାକୁ ନିଦ ଆସୁଛି
							উদাহরণ : 
							ସୀତା ନିଦୁଆ ପିଲାକୁ ଖଟ ଉପରେ ଶୁଆଇ ବିଞ୍ଚଣାରେ ବିଞ୍ଚୁଛି
							
সমার্থক : ନିଦ୍ରାଗ୍ରସ୍ତ, ନିଦ୍ରାଳୁ, ନିଦ୍ରାଶୀଳ
অন্য ভাষালৈ অনুবাদ :
Ready to fall asleep.
Beginning to feel sleepy.