অর্থ : ଯେ ପଙ୍ଗୁ ନୁହେଁ
							উদাহরণ : 
							ସେ ନିଖୁଣ ମଣିଷଟିଏ କିନ୍ତୁ ପଙ୍ଗୁ ହେବାର ନାଟକ କରୁଥିଲା
							
সমার্থক : ଅକ୍ଷୁଣ୍ଣ, ପୂର୍ଣ୍ଣକାୟ
অন্য ভাষালৈ অনুবাদ :
অর্থ : ଯାହା ବିକୃତ ବା ବିଗିଡ଼ି ଯାଇନାହିଁ
							উদাহরণ : 
							ସୀମା ତାର ଅବିକୃତ ଚିତ୍ରକୁ ଧ୍ୟାନର ସହ ଦେଖୁଛି
							
সমার্থক : ଅବିକୃତ
অন্য ভাষালৈ অনুবাদ :
অর্থ : ସତସତିକା
							উদাহরণ : 
							କିଶୋର ରାମଲୀଳାରେ ଜୀବନ୍ତ ଅଭିନୟ କଲା
							
সমার্থক : ଜୀବନ୍ତ
অন্য ভাষালৈ অনুবাদ :
जीता-जागता।
किशोर ने रामलीला में जीवंत अभिनय किया।