অর্থ : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
							উদাহরণ : 
							ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
							
সমার্থক : ଆଧାର, ଆଲମ୍ବନ, ମୂଳ, ମୂଳଦୁଆ
অন্য ভাষালৈ অনুবাদ :
Lowest support of a structure.
It was built on a base of solid rock.