অর্থ : ମୋତି, ମର୍କତମଣି, ମାଣିକ, ଗୋମେଦ, ହୀରା, ପ୍ରବାଳ, ବୈଦୁର୍ଯ୍ୟମଣି, ପୁଷ୍ପରାଗ ଓ ନୀଳା-ଏହି ନଅଟି ରତ୍ନ
							উদাহরণ : 
							ସେ ଗ୍ରହବାଧା ଦୂର କରିବାପାଇଁ ନବରତ୍ନର ମୁଦି ପିନ୍ଧିଛି
							
সমার্থক : ନ ରତ୍ନ
অন্য ভাষালৈ অনুবাদ :
অর্থ : ନଅଟି ମସଲାରୁ ତିଆରି କରାଯାଉଥିବା ଏକ ପ୍ରକାର ଚଟଣୀ
							উদাহরণ : 
							ନବରତ୍ନ ଖାଇବାକୁ ବଡ଼ ସ୍ୱାଦିଷ୍ଟ
							
অন্য ভাষালৈ অনুবাদ :
नौ मसालों के योग से बनी एक चटनी।
नवरत्न चटनी खाने में बड़ी ही स्वादिष्ट होती है।অর্থ : ପ୍ରାଚୀନ କାଳରେ କୌଣସି କୌଣସି ରାଜା ମହାରାଜାଙ୍କ ସଭାରେ ରହୁଥିବା ନଅ ଜଣ ବିଦ୍ୱାନ
							উদাহরণ : 
							ବିକ୍ରମାଦିତ୍ୟଙ୍କ ନବରତ୍ନ ମଧ୍ୟରେ କାଳିଦାସ ଜଣେ ଥିଲେ
							
অন্য ভাষালৈ অনুবাদ :
A person with special knowledge or ability who performs skillfully.
expert