অর্থ : ଆକାଶରେ ଦିଶୁଥିବା ସ୍ଥିର ଖଗୋଳୀୟ ପିଣ୍ଡ ଯାହା ରାତିରେ ଚମକୁଥିବା ଦେଖାଯାଏ
							উদাহরণ : 
							ପୃଥିବୀଠାରୁ ବହୁତ ଦୂରରେଥିବାରୁ ତାରାଗୁଡ଼ିକ ଛୋଟ ଦେଖାଯାଆନ୍ତି
							
অন্য ভাষালৈ অনুবাদ :
Any celestial body visible (as a point of light) from the Earth at night.
starঅর্থ : ଚନ୍ଦ୍ରଙ୍କ ପଥରେ ପଡ଼ୁଥିବା ସତେଇଶଟି ସ୍ଥିର ତାରାପୁଞ୍ଜ ଯାହାଙ୍କର ଭିନ୍ନଭିନ୍ନ ରୂପ ବା ଆକାର ମାନିନିଆଯାଇଛି ଓ ଯେଉଁମାନଙ୍କର ଅଲଗା ଅଲଗା ନାମ ରହିଛି
							উদাহরণ : 
							ନକ୍ଷତ୍ରମାନଙ୍କ ସଂଖ୍ୟା ସତେଇଶ
							
অন্য ভাষালৈ অনুবাদ :
A configuration of stars as seen from the earth.
constellationঅর্থ : ଯେଉଁ ସମୟରେ ଚନ୍ଦ୍ରମା ନିଜ ମାର୍ଗରେ ପଡ଼ୁଥିବା ସତେଇଶ ସ୍ଥିର ତାରା ସମୁଦାୟ ମଧ୍ୟରେ ବିତାନ୍ତି
							উদাহরণ : 
							ତାର ଜନ୍ମ ସ୍ୱାତୀ ନକ୍ଷତ୍ରରେ ହୋଇଛି
							
অন্য ভাষালৈ অনুবাদ :