অর্থ : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
							উদাহরণ : 
							ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
							
সমার্থক : ପ୍ରତିଭାସ, ବିଭ୍ରମ, ଭ୍ରମ, ଭ୍ରାନ୍ତଧାରଣା, ଭ୍ରାନ୍ତି, ମିଥ୍ୟାଜ୍ଞାନ
অন্য ভাষালৈ অনুবাদ :
অর্থ : କାହାରି ମିଛ ବ୍ୟହାରରେ ଉତ୍ପନ୍ନ ହେଉଥିବା ଭ୍ରମ
							উদাহরণ : 
							ସିପାହୀକୁ ଧୋକାଦେଇ ଚୋର ଖସି ପଳାଇଲା
							
অন্য ভাষালৈ অনুবাদ :
Verbal misrepresentation intended to take advantage of you in some way.
hanky panky, hocus-pocus, jiggery-pokery, skulduggery, skullduggery, slickness, trickery