অর্থ : ଅଭଦ୍ର ହେବାର ଅବସ୍ଥା ବା ଭାବ
							উদাহরণ : 
							ତାର ଅଭଦ୍ରତା ଦିନକୁ ଦିନ ବଢ଼ୁଅଛି
							
অন্য ভাষালৈ অনুবাদ :
অর্থ : ନିଜେ ନିଜକୁ ନିଜଠାରୁ ବହୁତ ଅଧିକ ଯୋଗ୍ୟ, ସମର୍ଥ ବା ବଢ଼ିକରି ବିଚାର କରିବା ଭାବ
							উদাহরণ : 
							ଅହଂକାର ମଣିଷକୁ ନେଇ ଡୁବାଇ ଦିଏ  କେଉଁ କଥାରୁ ତୁମର ଏ ଔଦ୍ଧତ୍ୟ !
							
সমার্থক : ଅହଂକାର, ଅହଂଭାବ, ଅହମିକା, ଔଦ୍ଧତ୍ୟ, ଗର୍ବ, ଦର୍ପ, ଦାମ୍ଭିକତା, ହାମବଡ଼ାପଣ
অন্য ভাষালৈ অনুবাদ :
अपने आपको औरों से बहुत अधिक योग्य, समर्थ या बढ़कर समझने का भाव।
अहंकार आदमी को ले डूबता है।