অর্থ : ଭିଡ଼ ହେତୁରୁ ବା ଅନ୍ୟ କୌଣସି କାରଣରୁ ଜଣେ ଅନ୍ୟ ଜଣକୁ ଧକ୍କାଦେବା ବା ଠେଲିବା କାର୍ଯ୍ୟ
							উদাহরণ : 
							ଠେଲାପେଲା ନକରି ଆପଣମାନେ ଆରାମରେ ଧାଡ଼ିରେ ଛିଡା ହୁଅନ୍ତୁ
							
সমার্থক : ଠେଲାଠେଲି, ଠେଲାପେଲା, ପେଲାପେଲି
অন্য ভাষালৈ অনুবাদ :
भीड़-भाड़ के कारण या और किसी कारण से एक दूसरे को धक्का देने या ठेलने की क्रिया।
धक्कमधक्का न करते हुए आप लोग आराम से लाइन में खड़े रहें।