অর্থ : ଦୁଇଟିର ଭାବ ବା ଅବସ୍ଥା
							উদাহরণ : 
							ଈଶ୍ୱରଙ୍କୁ ଆମଠାରୁ ଅଲଗାବୋଲି ବିଶ୍ୱାସକରିବା ହେଉଛି ଦ୍ୱୈତ ଭାବ
							
অন্য ভাষালৈ অনুবাদ :
অর্থ : ଯେଉଁ ଦାର୍ଶନିକ ସିଦ୍ଧାନ୍ତରେ ଆତ୍ମା ଓ ପରମାତ୍ମା ବା ଜୀବ ଓ ଈଶ୍ୱରଙ୍କୁ ଦୁଇ ଭିନ୍ନ ତଥ୍ୟ ବୋଲି ମାନି ବିଚାର କରାଯାଏ
							উদাহরণ : 
							ସେ ଦ୍ୱୈତବାଦର ସମର୍ଥକ
							
সমার্থক : ଦ୍ୱୈତବାଦ
অন্য ভাষালৈ অনুবাদ :
The doctrine that reality consists of two basic opposing elements, often taken to be mind and matter (or mind and body), or good and evil.
dualism