অর্থ : ଧର୍ମର ବିପରୀତ କର୍ମ ବା ଯେଉଁ କର୍ମ ଧର୍ମ ଅନୁସାରେ ହୋଇନାହିଁ
							উদাহরণ : 
							ଅଧର୍ମ କର୍ମରୁ ଦୂରେଇ ରୁହ
							
সমার্থক : ଅଧର୍ମ କର୍ମ, ପାପକର୍ମ, ପାପାଚାର
অর্থ : ନୀତି ବିରୋଧ ହେଉଥିବା କାର୍ଯ୍ୟ
							উদাহরণ : 
							ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
							
সমার্থক : ଅକର୍ମ, ଅନୈତିକ କର୍ମ, ଅପକର୍ମ, ପାପକର୍ମ, ମନ୍ଦକର୍ମ
অন্য ভাষালৈ অনুবাদ :