অর্থ : ଖାଦ୍ୟର ଅଭାବରେ ଲୋକେ ଭୋକରେ ମରୁଥିବା ଅବସ୍ଥା
							উদাহরণ : 
							ଦୈବୀ ଆପଦ କାରଣରୁ ବହୁତ ଗ୍ରାମବାସୀ ଦୁର୍ଭିକ୍ଷର ଶିକାର ହୋଇଗଲେ
							
সমার্থক : ଅନାହର ମୃତ୍ୟୁ
অন্য ভাষালৈ অনুবাদ :
A state of extreme hunger resulting from lack of essential nutrients over a prolonged period.
famishment, starvationঅর্থ : ଏଭଳି ସମୟ ଯେତେବେଳେ ବହୁତ କଷ୍ଟରେ ଅନ୍ନ ମିଳେ
							উদাহরণ : 
							ଦୁର୍ଭିକ୍ଷରୁ ରକ୍ଷା ପାଇବାପାଇଁ ସରକାର ଏକ ନୂଆ ଯୋଜନା ତିଆରି କରୁଛନ୍ତି
							
সমার্থক : ଅକାଳ
অন্য ভাষালৈ অনুবাদ :