অর্থ : ଶରୀରର ଗଣ୍ଠି ବା ଉଦ୍ବେଗ ଯୋଗୁଁ ପୀଡ଼ା ଜାତ ହେବା(ବିଶେଷକରି ହାଡ଼ ଓ ଖଞ୍ଜାରେ )
							উদাহরণ : 
							ସର୍ଦ୍ଦି-ଥଣ୍ଡା, ଜରଆଦିରେ ଶରୀର ଦୁର୍ବଳହୁଏ
							
সমার্থক : ଭାଙ୍ଗିବା
অন্য ভাষালৈ অনুবাদ :
অর্থ : ସୂତା ଭଳି ଦୁର୍ବଳ ଓ ପତଳା
							উদাহরণ : 
							ନହନହକା ଶ୍ରମିକଜଣକ ବୋଝ ନେଇ ଚାଲି ପାରୁ ନଥିଲା
							
অন্য ভাষালৈ অনুবাদ :
অর্থ : କ୍ଷୀଣକାୟ ଶରୀର
							উদাহরণ : 
							ରୋଗରେ ପଡ଼ି ସେ ବହୁତ ଦୁର୍ବଳ ହୋଇଯାଇଛି
							
অন্য ভাষালৈ অনুবাদ :
অর্থ : ଅତି ପତଳା(ଶରୀର)
							উদাহরণ : 
							ସୂରଜ ଦୁର୍ବଳମୁହାଁ ସୁନ୍ଦର ଯୁବକ
							
অন্য ভাষালৈ অনুবাদ :