অর্থ : କାମରେ ଆସିବା ବା ଲାଗିବା
							উদাহরণ : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
সমার্থক : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
অন্য ভাষালৈ অনুবাদ :
অর্থ : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
							উদাহরণ : 
							ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
							
সমার্থক : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
অন্য ভাষালৈ অনুবাদ :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।