অর্থ : ବଡ଼ ନୌକାର ମଝିରେଥିବା ସେହି କାଠଗଣ୍ଡି ଯେଉଁଥିରେ ପାଲ ବନ୍ଧାଯାଏ
							উদাহরণ : 
							ଜୋରରେ ପବନହେବା କାରଣରୁ ନାଆର ଦୁର୍ବଳ ମାସ୍ତୁଲ ଭାଙ୍ଗିଗଲା
							
অন্য ভাষালৈ অনুবাদ :
A vertical spar for supporting sails.
mastঅর্থ : ଅପରାଧୀଆଦିକୁ ତାର ଅପରାଧ ଫଳସ୍ୱରୂପ ଦିଆଯାଉଥିବା ପୀଡ଼ା ବା ଆର୍ଥିକ ହାନିଆଦି
							উদাহরণ : 
							ଶ୍ୟାମକୁ ହତ୍ୟା ଅପରାଧରେ ଆଜୀବନ କାରାବାସର ଦଣ୍ଡ ମିଳିଲା
							
সমার্থক : ସଜା
অন্য ভাষালৈ অনুবাদ :
অর্থ : ଏକ ପ୍ରକାର ବ୍ୟାୟାମ ଯାହା ପଞ୍ଝା ବଳରେ ଅଧା ଶୋଇ କରାଯାଇଥାଏ
							উদাহরণ : 
							ସେ ପ୍ରତିଦିନ ସକାଳେ ଦୌଡ଼ିସାରି ଦଣ୍ଡ ମାରେ
							
সমার্থক : ଦଣ୍ଡ ବୈଠକ
অন্য ভাষালৈ অনুবাদ :
অর্থ : ଖେଳର ନିୟମଗୁଡ଼ିକ ଉଲଂଘନ କଲେ କୌଣସି ପ୍ରତିଯୋଗୀ ବା ଟିମଉପରେ ଲାଗୁଥିବା ପ୍ରତିବନ୍ଧକ ବା ତାକୁ ପହଞ୍ଚୁଥିବା କ୍ଷତି
							উদাহরণ : 
							ଖେଳାଳୀକୁ ପେନାଲଟିଦେଇ ବାହାର କରିଦିଆଗଲା
							
অন্য ভাষালৈ অনুবাদ :
खेल के नियमों का उल्लंघन करने पर किसी प्रतियोगी या टीम पर लगने वाला प्रतिबंध या उसे होने वाला नुकसान।
खिलाड़ी को बतौर पेनाल्टी निकाल दिया गया।(games) a handicap or disadvantage that is imposed on a competitor (or a team) for an infraction of the rules of the game.
penalty