অর্থ : ଦଗାବାଜୀ କରୁଥିବା ବ୍ୟକ୍ତି
							উদাহরণ : 
							ପୋଲିସ ଦଗାବାଜ ରମେଶକୁ ଧରି ନେଇଗଲା
							
অন্য ভাষালৈ অনুবাদ :
অর্থ : ଧୋକାଦେବାପାଇଁ କୌଣସି ପ୍ରକାର ମିଛ କହୁଥିବା
							উদাহরণ : 
							ଧୋକାବାଜ ଲୋକଙ୍କଠାରୁ ସଦାବେଳେ ସତର୍କ ରହିବା ଉଚିତ୍
							
সমার্থক : କପଟିଆ, ଚାଲବାଜିଆ, ଧୂର୍ତ୍ତ, ଧୋକାବାଜ, ଶଠ
অন্য ভাষালৈ অনুবাদ :
धोखा देने के लिए किसी प्रकार की झूठी कार्रवाई करने वाला।
धोखेबाज व्यक्तियों से हमेशा सतर्क रहना चाहिए।Intended to deceive.
Deceitful advertising.