অর্থ : କାହାରିକୁ କିଛି କାମ କରିବାପାଇଁ କୌଣସି ସ୍ଥାନକୁ ଶୀଘ୍ର ପଠାଇବା
							উদাহরণ : 
							ଖୁଡ଼ୀ ରୋହନକୁ ଜିନିଷ ଆଣିବାପାଇଁ କେତେଥର ବଜାରକୁ ଦଉଡ଼ାଇଲେ
							
অন্য ভাষালৈ অনুবাদ :
किसी को किसी काम के लिए कहीं जल्दी भेजना।
चाची ने रोहन को सामान लाने के लिए कई बार बाज़ार दौड़ाया।অর্থ : ଚାରିଆଡ଼େ ବୁଲାଇବା
							উদাহরণ : 
							ବ୍ୟାଙ୍କର ବାବୁ ଋଣ ମଞ୍ଜୁର କରିବାପାଇଁ ବହୁତ ଦଉଡ଼ାଇଲେ
							
সমার্থক : ଦଉଡ଼େଇବା
অন্য ভাষালৈ অনুবাদ :
অর্থ : ଦଉଡ଼ାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ଶିକ୍ଷକ ଛାତ୍ରମାନଙ୍କୁ ପଡ଼ିଆରେ ଦଉଡ଼ାଇଲେ
							
সমার্থক : ଧାଁଦଉଡ଼ କରାଇବା, ଧୁଆଇଁବା
অন্য ভাষালৈ অনুবাদ :
অর্থ : ବ୍ୟର୍ଥରେ ପ୍ରତୀକ୍ଷା କରିବା
							উদাহরণ : 
							ମନ୍ତ୍ରୀ ଚାକିରୀ ଲାଳସା ଦେଖାଇ ରାମୁକୁ ମାସମାସ ଧରି ଦଉଡ଼ାଉଛନ୍ତି
							
সমার্থক : ଅପେକ୍ଷା କରାଇବା, ପ୍ରତୀକ୍ଷୀତ କରାଇବା
অন্য ভাষালৈ অনুবাদ :