অর্থ : ଉପଯୋଗ ବା ସେବନ ନ କରିବା (ଯାହା ଆଗରୁ କରାଯାଉଥିଲା)
							উদাহরণ : 
							ମୋହନ ଦୁଇମାସ ପୂର୍ବରୁ ହିଁ ମଦ ପିଇବା ଛାଡ଼ିଦେଇଛି
							
সমার্থক : ଛାଡ଼ିଦେବା
অন্য ভাষালৈ অনুবাদ :
उपयोग या सेवन न करना (जो पहले की जाती हो)।
मोहन ने दो महीने पहले ही शराब छोड़ी।অর্থ : ବ୍ୟର୍ଥ ଜାଣି ବାହାର କରିବା
							উদাহরণ : 
							ଦୀପାବଳୀ ପୂର୍ବରୁ ହିଁ ମୁଁ ଘରର ସମସ୍ତ ରଦ୍ଦି ଜିନିଷ ଫୋପାଡ଼ିଦେଇଛି
							
সমার্থক : ଫୋପାଡ଼ିଦେବା, ବର୍ଜନକରିବା
অন্য ভাষালৈ অনুবাদ :