অর্থ : ତିଆରି କରିବାର କାମ
							উদাহরণ : 
							ଘରର ତିଆରି ଆରମ୍ଭ ହୋଇଛି
							
সমার্থক : ନିର୍ମାଣ, ପ୍ରସ୍ତୁତି, ପ୍ରସ୍ତୁତିକରଣ
অন্য ভাষালৈ অনুবাদ :
The act of constructing something.
During the construction we had to take a detour.অর্থ : କୌଣସି ବିଶେଷ କର୍ଯ୍ୟ ଆରମ୍ଭ କରାଯିବା ପୂର୍ବରୁ କରାଯାଉଥିବା କାମ
							উদাহরণ : 
							ସୀମାର ବାହାଘର ପ୍ରସ୍ତୁତି ବଡ଼ ଜୋରସୋରରେ ଚାଲୁଛି
							
অন্য ভাষালৈ অনুবাদ :
The activity of putting or setting in order in advance of some act or purpose.
Preparations for the ceremony had begun.অর্থ : ପ୍ରକୃତିରୁ ଉତ୍ପନ୍ନ କରାଯାଉଥିବା ବା ମଣିଷଙ୍କଦ୍ୱାରା ତିଆରି ହେଉଥିବା ଜିନିଷ
							উদাহরণ : 
							ଆଜିକାଲି ପ୍ରତ୍ୟେକ କମ୍ପାନୀ ନିଜନିଜର ନୂଆ ନୂଆ ଉତ୍ପାଦନ ବଜାରକୁ ଛାଡୁଛନ୍ତି
							
অন্য ভাষালৈ অনুবাদ :
An artifact that has been created by someone or some process.
They improve their product every year.অর্থ : ଯାହାକୁ ଗଢ଼ାଯାଇ ଆକାର ଦିଆଯାଇଛି
							উদাহরণ : 
							ସୀତା ବଜାରରୁ ମାଟିରେ ତିଆରି ମୂର୍ତ୍ତିଟିଏ କିଣିଲା
							
অন্য ভাষালৈ অনুবাদ :
जिसे गढ़ कर कोई आकार दिया गया हो।
सीता ने बाजार से मिट्टी से गढ़ी गणेश की एक मूर्ति खरीदी।