অর্থ : କବାଟ, ସିନ୍ଦୁକଆଦି ବନ୍ଦ କରିବାପାଇଁ କଡ଼ାରେ ଲଗା ଯାଉଥିବା ଧାତୁ ନିର୍ମିତ ଯନ୍ତ୍ର
							উদাহরণ : 
							ଚାବି ହଜିଯିବାରୁ ମୋତେ ବାକ୍ସରେ ଲାଗିଥିବା ତାଲା ଭାଙ୍ଗିବାକୁ ପଡ଼ିଲା
							
অন্য ভাষালৈ অনুবাদ :
A fastener fitted to a door or drawer to keep it firmly closed.
lockঅর্থ : ବହୁମହଲା କୋଠାରେ ଉପର ତଳ ବିଚାରରେ ତିଆରି କରାଯାଇଥିବା ଘରର ସ୍ତର
							উদাহরণ : 
							ମୋ ଘର ସାତ ମହଲାରେ
							
সমার্থক : ମହଲା
অন্য ভাষালৈ অনুবাদ :