অর্থ : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							উদাহরণ : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
সমার্থক : କୁଦିବା, ଡିଆଁମାରିବା
অন্য ভাষালৈ অনুবাদ :
অর্থ : ଜୋରରେ ଉପରକୁ ଉଠିବା
							উদাহরণ : 
							ଗାଡ଼ିଆରେ ମାଛଗୁଡ଼ିକ ଡେଉଁଛନ୍ତି ସେ ଡେଇଁପଡ଼ି ଓ ଗଛର ଡାଳ ଧରି ଝୁଲି ପଡ଼ିଲା
							
সমার্থক : ଡିଆଁ ମାରିବା
অন্য ভাষালৈ অনুবাদ :
অর্থ : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							উদাহরণ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
সমার্থক : କୁଦା ମାରିବା, କୁଦିବା, ଲମ୍ଫ ଦେବା
অর্থ : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							উদাহরণ : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
সমার্থক : କୁଦିବା, ଲମ୍ଫପ୍ରଦାନ କରିବା
অন্য ভাষালৈ অনুবাদ :