অর্থ : ବିପତ୍ତି ବା ଅନିଷ୍ଟ ଆଶଙ୍କାରେ ମନରେ ଉତ୍ପନ୍ନ ହେଉଥିବା ବିକାର ବା ଭାବ
							উদাহরণ : 
							ଗୁଜୁରାଟର ସାମ୍ପ୍ରଦାୟିକ ଦଙ୍ଗା ଲୋକଙ୍କ ମନରେ ଭୟ ସଂଚାର କଲା
							
অন্য ভাষালৈ অনুবাদ :
An emotion experienced in anticipation of some specific pain or danger (usually accompanied by a desire to flee or fight).
fear, fearfulness, frightঅর্থ : ଅନିଷ୍ଟ ସମ୍ଭାବନାରୁ ମନରେ ହେଉଥିବା କଳ୍ପନା
							উদাহরণ : 
							କୌଣସି ଦୁର୍ଘଟଣା ହେବ ବୋଲି ତାଙ୍କର ଆଶଙ୍କା ଥିଲା
							
সমার্থক : ଆଶଙ୍କା, ଭୟ, ଶଙ୍କା, ସଂଶୟ
অন্য ভাষালৈ অনুবাদ :
Fearful expectation or anticipation.
The student looked around the examination room with apprehension.অর্থ : ସଙ୍କଟର ଉଦେଶ୍ୟ ବା କାରଣ
							উদাহরণ : 
							ଜାପାନରେ ଭୂକମ୍ପ ଗୋଟିଏ ସବୁଦିନିଆ ଭୟ  କାଶ୍ମୀରୀରେ ଆତଙ୍କବାଦ ଗୋଟିଏ ନିତିଦିନିଆ ଭୟ
							
অন্য ভাষালৈ অনুবাদ :