অর্থ : କଠିନ ଆବରଣ ବିଶିଷ୍ଟ ଗୋଟିଏ ମାତ୍ର ବଡ଼ ମଞ୍ଜିଥିବା ଗୋଟିଏ ଫଳ
							উদাহরণ : 
							ଆମ୍ବ ଖାଇବାପରେ ସେ ଟାକୁଆକୁ ଘର ପଛପଟେ ଲଗାଇଦେଲା
							
সমার্থক : ଟାଙ୍କୁ
অন্য ভাষালৈ অনুবাদ :
অর্থ : ଭିଣା ଯାଇଥିବା ତୁଳାକୁ କାଠିରେ ଗୁଡ଼ାଇ ତିଆରି କରାଯାଇଥିବା ବଣ୍ଡଲ ବା ଗୋଲା ଯେଉଁଥିରୁ ସୂତା କଟାଯାଏ
							উদাহরণ : 
							ମା ଟାକୁଆରେ ସୂତା କାଟୁଛି
							
অন্য ভাষালৈ অনুবাদ :
Coils of worsted yarn.
skein