অর্থ : କାଶ୍ମୀର, ଆଲମୋଡ଼ାଆଦି ପାହାଡ଼ିଆ ଅଞ୍ଚଳରେ ବ୍ୟବହାର ହେଉଥିବା ଏକ ରେଶମ ବସ୍ତ୍ର ଯାହା ବହୁତ ଗରମ ଲାଗେ
							উদাহরণ : 
							ଥଣ୍ଡାରୁ ରକ୍ଷାପାଇବାପାଇଁ ସେ ମଠା ଉପରେ ସାଲ୍ ଘୋଡ଼େଇ ହେଲା
							
অন্য ভাষালৈ অনুবাদ :
काश्मीर,अलमोड़ा आदि पहाड़ी प्रदेशों में उपयोग किया जानेवाला एक ऊनी वस्त्र जो बहुत गरम होता है।
ठंड से बचने के लिए उसने पट्टू के ऊपर से साल ओढ़ ली।অর্থ : ଏକ ପ୍ରକାରର ନିକୃଷ୍ଟ କଠିନ ଏବଂ ମୋଟା ରେଶମ
							উদাহরণ : 
							ଟସରରୁ ଶାଢ଼ି, ଜାମା ଆଦି ତିଆରି ହୁଏ
							
সমার্থক : ତସର
অন্য ভাষালৈ অনুবাদ :
অর্থ : ରେଶମ ପୋକ
							উদাহরণ : 
							ରେଶମ ପ୍ରସ୍ତୁତ କରିବା ଲାଗି ରେଶମ ପୋକକୁ କୋଷ ସହିତ ଗରମପାଣିରେ ଫୁଟାଇଦିଆଯାଏ
							
সমার্থক : ରେଶମ ପୋକ
অন্য ভাষালৈ অনুবাদ :