অর্থ : କୌଣସି ଆଧାରର ସହାୟତାରେ ଝୁଲି ଆଗପଛ ବା ଏପଟସେପଟ ଦୋଳାୟମାନ ହେବାର ପ୍ରକ୍ରିୟା
							উদাহরণ : 
							ଘଣ୍ଟାର ଦୋଳକର ଦୋଳନ ବନ୍ଦ ହେବାର ଅର୍ଥ ଘଣ୍ଟା ବନ୍ଦ ହୋଇଯାଇଛି
							
সমার্থক : ଦୋଳନ
অন্য ভাষালৈ অনুবাদ :
অর্থ : ଝୁଲଣରେ ବସି ଝୁଲିବା
							উদাহরণ : 
							ସେ ଘଣ୍ଟେ ହେଲା ଝୁଲୁଛି
							
অন্য ভাষালৈ অনুবাদ :
অর্থ : ଉପରିଭାଗ ସଂଯୁକ୍ତ ହେଲେ ବି କୋଣସି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହିବା
							উদাহরণ : 
							କାନ୍ଥରୁ ରସିଟିଏ ଝୁଲୁଛି
							
সমার্থক : ଲଟକିବା
অন্য ভাষালৈ অনুবাদ :
অর্থ : ନିଶାରେ ମୁଣ୍ଡ ଓ ଦେହକୁ ଆଗପଛ ଓ ଏପାଖ ସେପାଖ କରି ହଲେଇବା
							উদাহরণ : 
							ପିଲାଏ ମସ୍ତିରେ ଝୁଲୁଥିଲେମଦୁଆ ଲୋକ ମଦ ନିଶାରେ ଝୁଲୁଛି
							
সমার্থক : ହଲିବା
অন্য ভাষালৈ অনুবাদ :