অর্থ : ଦୋଳାୟମାନ କରିବା
							উদাহরণ : 
							ଲହରୀଗୁଡ଼ିକ ତାକୁ ଆଗପଛ ଝୁଲାଉଥିଲା  ଗରମଯୋଗୁଁ କଷ୍ଟ ଅନୁଭବ କରି ନୀରଜ ପଙ୍ଖା ହଲାଇବାକୁ ଲାଗିଲା
							
অন্য ভাষালৈ অনুবাদ :
অর্থ : ଝୁଲାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							উদাহরণ : 
							ରମା ଝୁଲାକୁ ମମତାଦ୍ୱାରା ଝୁଲାଇଲା
							
সমার্থক : ଦୋଳାୟମାନ କରିବା, ଦୋହଲାଇବା
অন্য ভাষালৈ অনুবাদ :
অর্থ : ଯେପରି କଲେ କୌଣସି ବସ୍ତୁର ଉପରିଭାଗ ସଂଯୁକ୍ତ ହେଲେ ବି ସେହି ବସ୍ତୁର କିଛିଅଂଶ ତଳଆଡ଼କୁ ବିନା ଆଧାରରେ ରହେ
							উদাহরণ : 
							ଶ୍ୟାମ ଛାତରୁ ରସିଟିଏ ଲଟକାଉଛି
							
সমার্থক : ଲଟକାଇବା
অন্য ভাষালৈ অনুবাদ :
ऐसा करना कि ऊपर टिके रहने पर भी किसी वस्तु आदि का कुछ भाग नीचे की ओर कुछ दूर तक बिना आधार के रहे।
श्याम छत से एक रस्सी लटका रहा है।