অর্থ : କୌଣସି ବର୍ଗ ବା ଜାତିର ଏକ ଅବସ୍ଥା ଯେଉଁଥିରେ ଏହା ତଳେପଡ଼ିଥିବା ଅବସ୍ଥାରୁ ବାହାରି ଉନ୍ନତ ହେବାକୁ ପ୍ରଯତ୍ନ କରିଥାଏ
							উদাহরণ : 
							୧୮୫୭ର ଜନଜାଗରଣ  ଧୀରେଧୀରେ ଯୁଦ୍ଧର ରୂପନେଲା
							
সমার্থক : ଜାଗୃତି
অন্য ভাষালৈ অনুবাদ :
অর্থ : କୌଣସି ଉତ୍ସବ ବା ପର୍ବ ଆଦିରେ ସାରା ରାତି ଚେଇଁବା କ୍ରିୟା
							উদাহরণ : 
							ନବରାତ୍ରିରେ ଲୋକମାନେ ଦେବ ମନ୍ଦିରରେ ଜାଗର କରନ୍ତି
							
অন্য ভাষালৈ অনুবাদ :
অর্থ : ଚେଇଁବା କ୍ରିୟା ବା ଭାବ
							উদাহরণ : 
							ଦୁଇ ଦିନ ଧରି ଉଜାଗର କାରଣରୁ ତାର ଆଖି ଲାଲ ହୋଇଯାଇଛି
							
সমার্থক : ଉଜାଗର
অন্য ভাষালৈ অনুবাদ :