অর্থ : ଏକ ଗଛର ମଞ୍ଜି, ଯାହାକୁ ଖାଇଲେ ଝାଡ଼ା ହେବାକୁ ଲାଗେ
							উদাহরণ : 
							କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଶ୍ୟାମ ଜୋଲାପ ବାଟି ପିଉଛି
							
অন্য ভাষালৈ অনুবাদ :
অর্থ : ଯେଉଁ ଗଛର ମଞ୍ଜି ଅତ୍ୟନ୍ତ ରେଚକ ହୋଇଥାଏ
							উদাহরণ : 
							ପେଟ ସଫା କରିବାପାଇଁ ରାମ ଜମାଲଗୋଟା ମଞ୍ଜିକୁ ବାଟି ପିଇଲା
							
অন্য ভাষালৈ অনুবাদ :