অর্থ : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
							উদাহরণ : 
							ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
							
সমার্থক : ବଡ଼ଜାଲ
অন্য ভাষালৈ অনুবাদ :
অর্থ : ଚଉଡ଼ା ମୁହଁ ଥିବା ଏକ ପ୍ରକାରର ତୋପ
							উদাহরণ : 
							ସେ ଜଂଜାଲ ସାହାଯ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉଥିଲା
							
অন্য ভাষালৈ অনুবাদ :
অর্থ : ପୁରୁଣା ଢଙ୍ଗର ଏକ ପ୍ରକାରର ବଡ଼ ରଞ୍ଜକବତୀ ଥିବା ବନ୍ଧୁକ
							উদাহরণ : 
							ସେ ଜଂଜାଲ ନେଇ ଜଙ୍ଗଲ ଆଡ଼େ ବାହାରି ପଡ଼ିଲା
							
অন্য ভাষালৈ অনুবাদ :
पुराने ढंग की एक प्रकार की बड़ी पलीतेदार बंदूक।
वह जंजाल लेकर जंगल की ओर निकल पड़ा।