অর্থ : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
							উদাহরণ : 
							ରଜତ ବସ୍ରେ ଚଢ଼ିଲା
							
সমার্থক : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ବସିବା
অন্য ভাষালৈ অনুবাদ :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।অর্থ : ଖରାପ ପ୍ରଭାବ ପଡ଼ିବା
							উদাহরণ : 
							ସାପ କାମୁଡ଼ିବାରୁ ସର୍ବାଙ୍ଗ ଶରୀରରେ ବିଷ ଚଢ଼ି ଯାଇଛି
							
অন্য ভাষালৈ অনুবাদ :
অর্থ : ତଳୁ ଉପର ଆଡ଼କୁ ଯିବା
							উদাহরণ : 
							ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
							
সমার্থক : ଆରୋହଣ କରିବା, ଉଠିବା
অন্য ভাষালৈ অনুবাদ :
অর্থ : ଗୋଟିଏ ଜିନିଷ ଉପରେ ଆଉ ଗୋଟିଏ ଜିନିଷ ଥୋଇବା ବା ଲଗେଇବା
							উদাহরণ : 
							ହଳଦିଆ ରଙ୍ଗ ଉପରେ ନାଲି ରଙ୍ଗ ଚଢ଼ିଯାଇଛି
							
সমার্থক : ଲାଗିବା
অন্য ভাষালৈ অনুবাদ :
অর্থ : ସ୍ୱର ତୀବ୍ର ହେବା
							উদাহরণ : 
							ଗାୟିକାଙ୍କ ସ୍ୱର ବହୁତ ଉପରକୁ ଉଠେ
							
সমার্থক : ଉପରକୁ ଉଠିବା
অন্য ভাষালৈ অনুবাদ :