অর্থ : ପୂର୍ବରୁ କେବେ କରିଥିବା ନିଜ ଉପକାର ବା ଅନ୍ୟର ଅପରାଧ ଉଲ୍ଲେଖ କରି କଷ୍ଟ ଦେବା
							উদাহরণ : 
							ଶ୍ୟାମ ତା ଅପଙ୍ଗ ଭାଈକୁ ବହୁତ ବିରକ୍ତ କରାଏ
							
সমার্থক : କଷ୍ଟ ଦେବା, ବିରକ୍ତ କରିବା, ରଗାଇବା
অন্য ভাষালৈ অনুবাদ :
অর্থ : କାହାକୁ ଉତ୍ତେଜିତ କରିବା
							উদাহরণ : 
							ରାମୁ ମୋତେ ଟିହାଇଲା ଆଉ ମୁଁ ଶ୍ୟାମ ସହିତ ଲଢ଼ିବସିଲି
							
সমার্থক : ଉତ୍ତେଜିତକରିବା, ଉସକେଇବା, ଟିହାଇବା
অন্য ভাষালৈ অনুবাদ :
অর্থ : କାହାର ମନରେ ସନ୍ତାପ,ଇର୍ଷା ଆଦି ଉତ୍ପନ୍ନ କରିବା
							উদাহরণ : 
							ବଡ଼ ଯା ନୂଆ ନୂଆ ଶାଢ଼ି ପିନ୍ଧି ତା ସାନ ଯାଆକୁ ଜଳଉଛି
							
সমার্থক : ଇର୍ଷାନ୍ୱିତ କରାଇବା, ଜଳେଇବା
অন্য ভাষালৈ অনুবাদ :
किसी के मन में सन्ताप, ईर्ष्या आदि उत्पन्न करना।
जेठानी नये-नये कपड़े पहनकर अपनी देवरानी को जलाती है।