অর্থ : କାନ୍ତି ବା ଆଭାଯୁକ୍ତ ହେବା
							উদাহরণ : 
							ତା ଚେହେରା ତେଜରେ ଚମକୁଛି
							
সমার্থক : ଝଲମଲ କରିବା, ଦମକିବା
অন্য ভাষালৈ অনুবাদ :
অর্থ : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
							উদাহরণ : 
							ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
							
সমার্থক : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
অন্য ভাষালৈ অনুবাদ :