অর্থ : ଗଛଗୁଡ଼ିକର ଚାରିପଟୁ ଘାସ ବାହାର କରିବା ଯାହାଦ୍ୱାରା ଗଛଗୁଡ଼ିକ ଠିକଭାବେ ବଢ଼ିପାରିବ
							উদাহরণ : 
							ଚାଷୀମାନେ ତାଙ୍କ ବିଲ ବାଛୁଛନ୍ତି
							
সমার্থক : ଘାସ ବାଛିବା, ବାଛିବା
অন্য ভাষালৈ অনুবাদ :
पौधों के आस-पास की घास निकालना जिससे पौधों की बाढ़ ठीक तरह से हो।
किसान अपने खेतों को निरा रहे हैं।অর্থ : ହଳକରିବା ପୂର୍ବରୁ ଜମିରୁ ଉଠିଥିବା ଘାସ ଆଦି ବାହାର କରିବା
							উদাহরণ : 
							କୃଷକ ଜମିରୁ ଘାସ ଓପାଡ଼ୁଛି
							
সমার্থক : ଘାସ ଓପାଡ଼ିବା
অন্য ভাষালৈ অনুবাদ :