অর্থ : ରୋଗଆଦିର ମୂଳ କାରଣ
							উদাহরণ : 
							କାଶ ହେଉଛି ରୋଗର ଘର
							
অন্য ভাষালৈ অনুবাদ :
অর্থ : ଯେଉଁସ୍ଥାନସହ କେହି ଭଲଭାବରେ ପରିଚିତ
							উদাহরণ : 
							ଆହ୍ଲାବାଦ ମୋପାଇଁ ଘର
							
অন্য ভাষালৈ অনুবাদ :
অর্থ : କେହି ରହୁଥିବା ସ୍ଥାନ
							উদাহরণ : 
							ସ୍ୱଚ୍ଛ ଓ ଖୋଲାଘର ସ୍ୱାସ୍ଥ୍ୟ ନିମନ୍ତେ ଲାଭଦାୟକ ହୋଇଥାଏ  ଏହି ଗଛ ହିଁ ଏସବୁ ପକ୍ଷୀଙ୍କ ବାସସ୍ଥାନ
							
সমার্থক : ଆବାସ, ନିବାସ, ବାସ, ବାସସ୍ଥାନ
অন্য ভাষালৈ অনুবাদ :
वह स्थान जहाँ कोई रहता हो।
स्वच्छ और हवादार आवास स्वास्थ्य के लिए लाभदायक होता है।Housing that someone is living in.
He built a modest dwelling near the pond.অর্থ : ପାଚେରୀଦ୍ୱାରା ଘେରାଯାଇ ଛାଉଁଣି କରାଯାଇଥିବା ସ୍ଥାନ ଯାହା ରହିବାପାଇଁ ଉଦ୍ଦିଷ୍ଟ
							উদাহরণ : 
							ଏହି ଘରେ ପାଞ୍ଚଟି କୋଠରୀ ଅଛି  ନାରୀ ନିକେତନରେ ବିଧବା ମଙ୍ଗଳା ରହେ
							
অন্য ভাষালৈ অনুবাদ :
A dwelling that serves as living quarters for one or more families.
He has a house on Cape Cod.