অর্থ : ଘଣ୍ଟିରୁ ଉତ୍ପନ୍ନ ଧ୍ୱନି
							উদাহরণ : 
							ଦୂରରୁ ଆସୁଥିବା ଫୋନ୍ର ଘଣ୍ଟି ଲମ୍ବା ହୋଇଥାଏ
							
অন্য ভাষালৈ অনুবাদ :
The sound of a bell ringing.
The distinctive ring of the church bell.অর্থ : ଯେଉଁ ଛୋଟ ଉପକରଣରେ ଧ୍ୱନି ଉତ୍ପନ୍ନ କରାହୁଏ କିମ୍ବା ହୁଏ
							উদাহরণ : 
							ଘଣ୍ଟି ଶବ୍ଦ ଶୁଣି ସେ କବାଟ ଖୋଲିଦେଲା  ମୋତେ ସାଇକେଲରେ ଘଣ୍ଟି ଲଗାଇବାକୁ ପଡ଼ିବ
							
অন্য ভাষালৈ অনুবাদ :
वह छोटा उपकरण जिससे ध्वनि उत्पन्न की जाती है या होती है।
घंटी की आवाज़ सुनकर उसने दरवाजा खोल दिया।A hollow device made of metal that makes a ringing sound when struck.
bellঅর্থ : ପଶୁଙ୍କ ଗଳାରେ ବନ୍ଧା ଯାଉଥିବା ଘଣ୍ଟି
							উদাহরণ : 
							ଗାଈ ବେକରେ ବନ୍ଧା ହୋଇଥିବା ଘଣ୍ଟିରୁ ଠଣଠଣ ଶବ୍ଦ ଆସୁଛି
							
অন্য ভাষালৈ অনুবাদ :
অর্থ : କଳକାରଖାନଆଦିରେ କର୍ମଚାରୀମାନଙ୍କୁ ସୂଚିତ କରିବାପାଇଁ ଭାରି ଜୋରରେ ବଜାଯାଉଥିବା ଏକ ପ୍ରକାର ସିଟି
							উদাহরণ : 
							କାରଖାନର ସାଇରନ୍ ଠିକ୍ ନଅ ଟାରେ ବାଜେ
							
অন্য ভাষালৈ অনুবাদ :
An acoustic device producing a loud often wailing sound as a signal or warning.
sirenঅর্থ : ପ୍ରତ୍ୟେକ ଘଣ୍ଟା ମଧ୍ୟରେ ବାଜୁଥିବା ଘଣ୍ଟି
							উদাহরণ : 
							ଘଣ୍ଟି ବାଜିବା ଶୁଣି ସେ ଯିବାପାଇଁ ଠିଆ ହେଲେ
							
অন্য ভাষালৈ অনুবাদ :