অর্থ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
							উদাহরণ : 
							ଭାନୁ ଦୋକାନରେ ରସଗୋଲା ଗିଳୁଛି
							
সমার্থক : ଗିଳିବା, ଗ୍ରାସକରିବା
অন্য ভাষালৈ অনুবাদ :
অর্থ : ପୁରା ପେଟଭରି ଖାଇବା
							উদাহরণ : 
							ମୁଁ ଆଜି ପାର୍ଟିରେ ଖୁବ ଠୁଙ୍କିଲି
							
সমার্থক : ଠୁଙ୍କିବା, ତଣ୍ଟିଯାଏ ଖାଇବା
অন্য ভাষালৈ অনুবাদ :