অর্থ : ବେଇଜ୍ଜତ କରିବା
							উদাহরণ : 
							ସେ ତା ଶଳାକୁ ବହୁତ ଗାଳି ଦେଲା
							
সমার্থক : ଅପମାନ କରିବା, ନିନ୍ଦା କରିବା, ବେଜିତ୍ କରିବା
অন্য ভাষালৈ অনুবাদ :
অর্থ : ତିରସ୍କାରପୂର୍ବକ ନିଜ ପାଖରୁ ହଟାଇବା
							উদাহরণ : 
							ସେ ଭିକାରୀକୁ ତିରସ୍କାର କଲା
							
সমার্থক : ତିରସ୍କାର କରିବା
অন্য ভাষালৈ অনুবাদ :
অর্থ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
							উদাহরণ : 
							ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
							
সমার্থক : ଖରାପ ଶବ୍ଦ କହିବା, ବକିବା
অন্য ভাষালৈ অনুবাদ :
Use foul or abusive language towards.
The actress abused the policeman who gave her a parking ticket.