অর্থ : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
							উদাহরণ : 
							ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ  ସେ ରାତିର ଗହନତାରେ ବୁଲୁଥିଲା
							
অন্য ভাষালৈ অনুবাদ :
অর্থ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
							উদাহরণ : 
							ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
							
অন্য ভাষালৈ অনুবাদ :