অর্থ : କୌଣସି ଲୁଗା ବା ଗଦିଆଦି ଯାହା ଶୋଇବା କିମ୍ବା ବସିବାପାଇଁ ବିଛାଯାଏ
							উদাহরণ : 
							ସେ ଖଟରେ ବିଛଣା ବିଛାଉଛି
							
অন্য ভাষালৈ অনুবাদ :
Linen or cotton articles for a bed (as sheets and pillowcases).
bed linenঅর্থ : ବ୍ୟବସାୟୀ, ଦୋକାନୀଆଦିଙ୍କ ବସିବାର ଆସନ
							উদাহরণ : 
							ଦୋକାନୀ ଗଦି ଉପରେ ବସି ଜିନିଷର ସୂଚୀ ତିଆରି କରୁଛି
							
অন্য ভাষালৈ অনুবাদ :
व्यवसायी, दुकानदार आदि के बैठने का आसन।
दुकानदार गद्दी पर बैठकर सामानों की सूची तैयार कर रहा था।A soft bag filled with air or a mass of padding such as feathers or foam rubber etc..
cushionঅর্থ : ପଶୁମାନଙ୍କ ଶୋଭାପାଇଁ ପିଠିରେ ପକାଯାଉଥିବା ଏକ ଚାରିଚଉରସ ବସ୍ତ୍ର
							উদাহরণ : 
							ଘୋଡ଼ା ପିଠିରେ ରେଶମୀ ଗଦି ସୁଶୋଭିତ ହେଉଛି
							
অন্য ভাষালৈ অনুবাদ :
অর্থ : ତୁଳାଆଦିରେ ଭରା ହୋଇଥିବା ମୋଟା ଓ କୋମଳ ବିଛଣା
							উদাহরণ : 
							ସେ ଗଦି ଉପରେ ଶୋଇଛି
							
অন্য ভাষালৈ অনুবাদ :
A large thick pad filled with resilient material and often incorporating coiled springs, used as a bed or part of a bed.
mattress