অর্থ : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା
							উদাহরণ : 
							ପାରା ଛାତଉପରେ ଦାନା ଖୁଣ୍ଟୁଛି
							
অন্য ভাষালৈ অনুবাদ :
অর্থ : ଅଳ୍ପଅଳ୍ପ କାଟିକରି ଖାଇବା
							উদাহরণ : 
							ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି
							
সমার্থক : ଖୁଣ୍ଟି ଖାଇବା, ଟୋକିବା
অন্য ভাষালৈ অনুবাদ :